The Department of Women and Child Development, Odisha has issued recruitment notices for Odisha Anganwadi recruitment 2021 for Mini Anganwadi Workers (MAWW) and Anganwadi Workers (AWW) in each district of the state.
Interested candidates may read more about Odisha Anganwadi Jobs Opening, Registration Dates, Eligibility, Qualification, Last Date, How to Apply, Salary, and Job Location.
Odisha Anganwadi Recruitment Details
Name of Organization | Department of Women and Child Development, Odisha |
Post Name | Mini Anganwadi Workers (MAWW) Anganwadi Workers (AWW) |
Qualification | 10th Pass & (8th Pass with Odia) |
Age Limit | 18 to 42 years as of January 1, 2021. |
Apply Mode | Online |
Application Fee | Nil |
Selection Procedure | Document Verification |
Salary Per Month | AWW : Rs. 7500/- MAWW : Rs. 5375/- |
Job Location | District Wise Location |
Official Website | https://engagement-awc.odisha.gov.in/ |
Eligibility Criteria to Apply for Odisha Anganwadi Recruitment 2021
ଯୋଗ୍ୟତା :
- ପ୍ରାର୍ଥିନୀ ଆବେଦନ କରୁଥିବା କେନ୍ଦ୍ରାଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥବେ ।
- ପ୍ରାର୍ଥନୀଙ୍କ ବୟସ ତ।. ୦୧.୦୧.୨୦୨୧ ରିଖ ସୁଧା ୧୮ ବର୍ଷରୁ କମ୍ କିମ୍ବା ୪୨ ବର୍ଷରୁ ଉର୍ଦ୍ଧ୍ବ ହୋଇନଥିବେ ।
- ପ୍ରାର୍ଥନୀ ମାଟ୍ରିକ ପାସ୍ ହୋଇଥିବା ଆବଶ୍ୟକ । ଯଦି ମାଟ୍ରିକ ପାସ୍ ପ୍ରାର୍ଥିନୀ ନ ମିଳନ୍ତି ତେବେ କୌଣସି ସ୍ଵିକୃତୀପ୍ରାପ୍ତ ଉଚ୍ଚ ବିଦ୍ୟାଳୟରୁ ଅନ୍ୟୁନ ଅଷ୍ଟମ ପାସ୍ (ତଫସିଲଭୁକ୍ତ ଜନଜାତି) କରିଥିବା ପ୍ରାର୍ଥନୀଙ୍କୁ ବିଚାରକୁ ନିଆଯିବ ।
- ପ୍ରାର୍ଥିନୀ ଓଡ଼ିଆ ମାତୃଭାଷା ରେ ଅନ୍ୟୁନ ଅଷ୍ଟମ ଶ୍ରେଣୀ ପାସ୍ କରିଥିବ। ଆବଶ୍ୟକ ।
- ଯଦି ଉକ୍ତ କେନ୍ଦ୍ରାଞ୍ଚଳର ଓ ଗ୍ରାମପଞ୍ଚାୟତ ସ୍ତରରେ ଉପଯୁକ୍ତ ଆଦିବାସୀ ପ୍ରାର୍ଥନୀ ନ ମିଳନ୍ତି ତେବେ ଅନୁନ୍ୟ ମାଟ୍ରିକ ପାସ କରିଥିବା ହରିଜନ ପ୍ରାର୍ଥିନୀଙ୍କୁ ବିଚାରକୁ ନିଆଯିବ ।
ଆବଶ୍ୟକ ପ୍ରମାଣ ପତ୍ର :
- ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ରର ସହି ନକଲ । (ସମ୍ପୃକ୍ତ ତହସିଲଦାରଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ)
- ଜାତିଗତ ପ୍ରମାଣ ପତ୍ରର ସହି ନକଲ । (ସମ୍ପୃକ୍ତ ତହସିଲଦାରଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ)
- ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଓ ମର୍କସିଟ୍ ଅବିକଳ ନକଲ ।
- ବିଧବା ପ୍ରାର୍ଥନୀଙ୍କର କ୍ଷେତ୍ରରେ ସ୍ବାମୀଙ୍କର ମୃତ୍ୟୁ ପ୍ରମାଣପତ୍ରର ସହି ନକଲ ।
- ନିର୍ଯ୍ୟ। ତିତ। ଅନାଥଙ୍କ କ୍ଷେତ୍ରରେ ପଞ୍ଜୀକରଣ ସଂସ୍ଥା ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ରର ଅବିକଳ ନକଲ ।
- ଭିନ୍ନକ୍ଷମ ପ୍ରାର୍ଥନୀଙ୍କର କ୍ଷେତ୍ରରେ ସ୍ବୀକୃତି ପ୍ରାପ୍ତ ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ସହି ନକଲ ।
- ପରିଚୟ ପ୍ରମାଣପତ୍ର (Voter ID /Aadhar Card)ର ସହି ନକଲ ।
- ବର୍ତ୍ତମାନର ରଙ୍ଗୀନ ପାସ ଫୋଟ ସାଇଜ ଫୋଟ କପି ୨ ଗୋଟି (ଆବେଦନ ପତ୍ର ସହ ସଂଲଗ୍ନ କରିବେ) ।
- ଦରଖାସ୍ତ ଫର୍ମ ଏବଂ ନିଜସ୍ବ ଘୋଷଣାନାମା ପତ୍ର, ସମନ୍ବିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ, ଚକାପାଦ କାର୍ଯ୍ୟ।ଳୟରୁ ସଂଗ୍ରହ କରି ଦାଖଲ କରିବେ ।
How To Apply Odisha Anganwadi Recruitment 2021?
- Go to the official website of the Odisha Department of Women and Child Development.
- Select the district for which you want to apply, then click the search button.
- Read the notification carefully.
- Apply, then Register / Login.
- Fill out the online application form completely and submit it.

Apply Online for Odisha Anganwadi Workers
Are you looking for Odisha Anganwadi Recruitment? If so, we have some good news for you. The Ministry of Women and Child Development Odisha will shortly issue more job notifications for post of Anganwadi Supervisors, Helpers, Workers, and Teachers.
Click Here→ Latest Govt Jobs In Odisha